ଗୋତ୍ରଜ ସପିଣ୍ଡ
ଦେଖଣା
ଗୋତ୍ରଜ ସପିଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ମୃତି)
[ସମ୍ପାଦନା]ଆପଣା ବଂଶର ଯେଉଁ ବ୍ୟକ୍ତି ମାନେ କୌଣସି ବ୍ୟକ୍ତି ସଙ୍ଗେ ପିଣ୍ଡଦାନଦ୍ୱାରା ସମ୍ପର୍କିତ (ଯଥା—ପିତୃ, ପିତାମହ, ପ୍ରପିତାମହ ଓ ପୁତ୍ର, ପୌତ୍ର, ପ୍ରପୌତ୍ର) —(Hindu Law) One's agnats connected by rice-oblations with him.
[ ଦ୍ର—ଆପଣାର ଉପର ୩ ପୁରୁଷ ଓ ଢ଼ଳ ୩ ପୁରୁଷ ଗୋତ୍ରଜ ସପିଣ୍ଡ ]