ଗୋତ୍ରପ୍ରବର
ଦେଖଣା
ଗୋତ୍ରପ୍ରବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍; ଗୋତ୍ର+ପ୍ରବର) ଗୋତ୍ରପ୍ରବର୍ତ୍ତକ ବ୍ୟକ୍ତି — ୧. The founder of a family.
- ୨. କୁଳର ପ୍ରଧାନ ବା ଶ୍ରେଷ୍ଠ ବ୍ୟକ୍ତି — ୨. The eldest or headman of a family.
- ୩. (ସହଚର ଶବ୍ଦ) କୌଣସି ବ୍ୟକ୍ତିର ବଂଶର ପ୍ରବର୍ତ୍ତକ ଆଦିପୁରୁଷଙ୍କ ନାମସମ୍ୱଳିତ ଗୋତ୍ର ଓ ଉକ୍ତ ଆଦିପୁରୁଷଙ୍କର ବଂଶ ଯେଉଁ ଶାଖାର ଅନ୍ତର୍ଗତ ସେହି ଶାଖା — ୩. The name of a preson's progenitor and that of his clan.