ଗୋତ୍ରପ୍ରବର୍ତ୍ତକ
ଯାହାଙ୍କ ନାମରୁ ଗୋଟିଏ କୁଳର ନାମକରଣ ହୁଏ; ବଂଶର ପ୍ରତିଷ୍ଠାତା — Founding a family; giving name to a race.
ଗୋତ୍ରର ମୂଳ ପୁରୁଷ —The founder of a family.