ଗୋତ୍ରମରା ଡାହୁକ
ଦେଖଣା
ଗୋତ୍ରମରା ଡାହୁକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଉଁଶମରା ଡ଼ାହୁକ; (ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତି ଶତ୍ରୁପକ୍ଷକୁ ସାହାର୍ଯ୍ୟ ଦେଇ ନିଜର ଆତ୍ମୀୟ ବ୍ୟକ୍ତିମାନଙ୍କର ସର୍ବନାଶ ଘଟାଏ — A person who brings about the ruin of his own people by helping the enemy.
[ ଦ୍ର—ଚଢ଼େଇମାରୁମାନେ ଗୋଟିଏ ପଞ୍ଜୁରୀରେ ପୋଷା ଡାହୁକକୁ ବନ୍ଦ କରି ଜାଲ ବିଛାଇ ଜାଲ ମଝିରେ ପଞ୍ଜୁରିଟି ରଖି- ଦିଅନ୍ତି ପଞ୍ଜୁରୀବଦ୍ଧ ଡ଼ାହୁକର ଡ଼ାକ ଶୁଣି ସେଠାକୁ ଆସି ଅନ୍ୟ ଡାହୁକମାନେ ରୁଣ୍ଡହେବାମାତ୍ରେ ସେହିଜାଲରେ ପଡ଼ନ୍ତି ]