Jump to content

ଗୋତ୍ରୀୟ

ଉଇକିଅଭିଧାନ‌ରୁ

ଗୋତ୍ରୀୟ

ଉଚ୍ଚାରଣ

[ସମ୍ପାଦନା]
(ଗୋତ୍ରୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗୋତ୍ର+ସମ୍ୱନ୍ଧାଦ୍ୟର୍ଥେ. ଈୟ)

[ସମ୍ପାଦନା]
୧. (ଅମୁକ) ଗୋତ୍ରସମ୍ୱନ୍ଧୀୟ — ୧. Relating to a Gotra.
୨. (ଅମୁକ) ଗୋତ୍ରଜାତ — ୨. Having such and such a Gotra.
୩. (ଅମୁକ) ବଂଶୀୟ —୩. Agnate.