ଗୋତ୍ର ସୁମରିବା
ଦେଖଣା
ଗୋତ୍ର ସୁମରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ପର ଗୃହରେ ପାଳୀତ ଜୀବ ବା ବ୍ୟକ୍ତି) (ଯଥା—କୁଆ ବସାରେ କୋଇଲିଛୁଆ, ମାମୁଘରେ ପାଳିତ ଭଣଜା) ଆପଣାର ପରିବାରର ବିଷୟ ସ୍ମରଣ କରିବା ବା ଝୁରିବା — To pine after one's own family (said of one brought up in another's family).
କାକ ପୁରେ ପିକ ପରି ବଢ଼ାଇଲୁଁ ଯତ୍ନ କରି ଏବେ ଆପଣା ଗୋତ୍ରସୁମରି ହେଲୁ ବାହାର ପ୍ରାଚୀନ ସଙ୍ଗୀତ