ଗୋଦଡ଼ା
ଦେଖଣା
ଗୋଦଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସ୍ଥୂଳ ଗଦଡ଼ା — ୧. Thick.
- ୨. ଶ୍ରବଣଶକ୍ତି ରହିତ; ତାବଦା; ସ୍ତବ୍ଧ (କର୍ଣ୍ଣ) — ୨. Stunned (ear).
- ୩. ସ୍ପର୍ଶାନୂଭୂତିରହିତ (ଅଙ୍ଗ) —୩. Benumbed (limb).
- ୪. ଖାଦ୍ୟ ଭର୍ତ୍ତି ହୋଇଥିବା ଆବସ୍ଥାଯୁକ୍ତ (ପାଟି) — ୪. (mouth) Full of a morsel of food.
- ୫. ଗମ୍ଭୀର ଶବ୍ଦ ଯୁକ୍ତ —୫. Heavy-sounding; muffled.
(ଗୋଦଡ଼ୀ—ସ୍ତ୍ରୀ)
ଗ୍ରାମ୍ୟ - (ଇତର) ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଗୋଦରା (ଦେଖ) - — Godarā (See)