ଗୋଦା
ଦେଖଣା
ଗୋଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଗୋଦ+ସ୍ତ୍ରୀ. ଆ)
[ସମ୍ପାଦନା]ଗୋଦର ସ୍ତ୍ରୀ ଲିଙ୍ଗ — Feminine of Goda.
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଗୋ=ଜଳ+ଦା ଧାତୁ+କତ୍ତୃ. କ୍ୱିପ+ସ୍ତ୍ରୀ. ଆ)
[ସମ୍ପାଦନା]ଗୋଦାବରୀ ନଦୀ — The river Godābarī
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ନିର୍ଦ୍ଦିଷ୍ଟ ବାଟରେ ବନ୍ୟଜନ୍ତୁମାନେ କୌଣସି ଜଳାଶୟକୁ ପାଣି ପିଇବାକୁ ଯାଆନ୍ତି —The path or track used by wild animals to go to a place to drink water.