Jump to content

ଗୋଦାବରୀ

ଉଇକିଅଭିଧାନ‌ରୁ

ଗୋଦାବରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୋ=ଜଳ+ଦା ଧାତୁ+ପ୍ରଧାନାର୍ଥ. ବର+ସ୍ତ୍ରୀ)

[ସମ୍ପାଦନା]
୧. ଦକ୍ଷିଣ ଭାରତର ନଦୀବିଶେଷ — ୧. A river in south India.

[ ଦ୍ର—ଏ ନଦୀ ପଶ୍ଚିମଘାଟ ପର୍ବତମାଳାରୁ ବାହାରି ବାଟରେ ଅନେକ ଗୁଡ଼ିଏ ଶାଖା ସଙ୍ଗେ ମିଶି ପୂର୍ବାଭିମୁଖରେ ହାଇଦ୍ରାବାଦ ବାଟେ ବଙ୍ଗୋପସାଗରରେ ପଡ଼ିଅଛି ଏହି ନଦୀ କୂଳରେ ରାଜ- ମହେନ୍ଦ୍ରି ନଗର ଅବସ୍ଥିତ ଏହା ବସ୍ତର ରାଦଜ୍ୟର ଦକ୍ଷିଣ ସୀମା ଅଟେ ବାରବର୍ଷରେ ଥରେ ଏ ନଦୀରେ ସ୍ନାନଯୋଗ ଘଟେ ବସ୍ତର ରାଜ୍ୟର ଇନ୍ଦ୍ରାବତୀ ନଦୀ ଗୋଦାବରୀ ନଦୀରେ ପଡ଼ିଅଛି ଗୋଦାବରୀ ମୁହାଣରେ ୟାନାଓନ (ଫରାସୀ ଅଧିକୃତ) ନଗର ଅବସ୍ଥିତ ]

୨. ମାନ୍ଦ୍ରାଜ ପ୍ରଦେଶର ଗୋଟିଏ ଜିଲା —୨. A district in the Madras presidency.