Jump to content

ଗୋଦାମ

ଉଇକିଅଭିଧାନ‌ରୁ

ଗୋଦାମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ -(ଇଂରାଜୀ - ଗୋଡ଼ାଉନ୍)

[ସମ୍ପାଦନା]
୧. ଗଞ୍ଜ; ପଣ୍ୟଦ୍ରବ୍ୟ— ସଞ୍ଚୟର ସ୍ଥାନ; ମାଲଗୋଦାମ — ୧. Godown; ware-house.

[ ଦ୍ର—ବଡ଼ବଡ଼ ବେପାରୀ ମାନେ ସମସ୍ତ ପଣ୍ୟଦ୍ରବ୍ୟକୁ ଦୋକାନରେ ନ ରଖି ଦରକାର ପଡ଼ିବା ଭଳି ମାଲମାନ ଦୋକାନରେ ରଖିଥାନ୍ତି, ବାକି ମାଲ ମାନ ଗୋଟିଏ ସ୍ୱତନ୍ତ୍ର ସୁରକ୍ଷିତ ଗୋଦାମରେ ସାଇତି ଥାଆନ୍ତି; ଦୋକାନରୁ ମାଲମାନ ସରିଗଲେ ବା ଆହୁରି ବେଶି ମାଲ ଲୋଡ଼ା ହେଲେ ଗୋଦାମରୁ ସାଇତା ମାଲମାନ କାଢ଼ନ୍ତି ]

୨. ଭଣ୍ଡାର; ଗନ୍ତାଘର —୨. Store-house; pantry.