Jump to content

ଗୋଦାମ ଝଡ଼ା

ଉଇକିଅଭିଧାନ‌ରୁ

ଗୋଦାମ ଝଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୋଦାମରେ ମହଜୁଦ ଥିବା ପଣ୍ୟ ଦ୍ରବ୍ୟମାନ ବିକ୍ରି ହୋଇ ସାରିବା ପରେ ଅଳିଆ ମଧ୍ୟରେ ଯେଉଁ ଅକର୍ମଣ୍ୟ ମାଲମାନ ରହି ଯାଇଥାଏ — ୧. Refuse of a godown; things left after sweeping a godown.
୨. ଗୋଦାମସାଫ୍ ବିକ୍ରି (ଦେଖ) - ୨. Clearance-sale of the remnants of a godown.