Jump to content

ଗୋଦାମ ରଦି

ଉଇକିଅଭିଧାନ‌ରୁ

ଗୋଦାମ ରଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଇଂରାଜୀ - ଗୋଡ଼ାଉନ୍+ଫରାସୀ - ରଦ୍ଦୀ)

[ସମ୍ପାଦନା]
୧. ଗୋଦାମରେ ସଞ୍ଚିତ ପଣ୍ୟଦ୍ରବ୍ୟ ମାନଙ୍କ ମଧ୍ୟରୁ ଯାହା ବିକ୍ରି ନହୋଇ ବଳି ପଡ଼ିଥାଏ —୧. Unsold remnants of goods stored in a godown.
୨. ଗୋଦାମରେ ବହୁକାଳ ସାଇତା ହେବା ଯୋଗୁଁ ଦାଗ ଲାଗିଯାଇଥିବା (ପଦାର୍ଥ) — ୨. Shop-soiled (Ware).
୩. ଗୋଦାମରେ ଥିବା ଜିନିଷମାନଙ୍କ ମଧ୍ୟରୁ ସର୍ବନିକୃଷ୍ଟ ଓ ଅକର୍ମଣ୍ୟ (ମାଲ) ୩. Most worthless amongst the articles stored in a godown.


୪. (ଲକ୍ଷଣାର୍ଥ) ଅକର୍ମଣ୍ୟ (ବ୍ୟକ୍ତି) — ୪. (figurative) Worthless (person).