ଗୋଦାମ ସରକାର୍
ଦେଖଣା
ଗୋଦାମ ସରକାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୋଦାମ ସରକାର୍
|
ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗୋଡ଼ାଉନ୍+ଫରାସୀ - ସର୍କାର୍)
[ସମ୍ପାଦନା]ଗୋଦାମ ରକ୍ଷକ କର୍ମଚାରୀ ବା କିରାନୀ — A clerk in charge of a warehouse.