ଗୋଦାମ ସାଫ୍ ବିକ୍ରି
ବିକ୍ରି ନ ହୋଇ ମାଲ ମାନ ଅଧିକ ଦିନ ଗୋଦାମରେ ପଡ଼ି ରହିଲେ ବା ନୂଆ ମାଲ ରଖିବାକୁ ଜାଗା ନ ଆଣ୍ଟିଲେ ଗୋଦାମଘରକୁ ଖାଲି କରିବା ପାଇଁ ସସ୍ତାରେ ମାଲ— ମାନଙ୍କର ବିକ୍ରୟ —Clearance-sale.