Jump to content

ଗୋଦୋହନକାଳ

ଉଇକିଅଭିଧାନ‌ରୁ

ଗୋଦୋହନକାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗାଈ ଦୁହିଁବାକୁ ଯେତେ ସମୟ ଲାଗେ - ୧. The time it takes to milk a cow.
୨. ଗାଈ ଦୁହାଁହେବାର ଉପଯୁକ୍ତ ସମୟ (ସକାଳ ଓ ସନ୍ଧ୍ୟା) — ୨. Fit time for milking a cow (morning and evening).