ଗୋଦୋହମାତ୍ର
ଅତି ଅଳ୍ପ ସମୟ — A very short period of time.
ଗୋଦୋହମାତ୍ର ଦ୍ୱାରେ ରହି ଗୃହୀଙ୍କି ତୀର୍ଥ ଫଳ ଦେଇ ଜଗନ୍ନାଥ. ଭାଗବତ