ଗୋଧଡ଼ି
ଦେଖଣା
ଗୋଧଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କନ୍ଥା; ଗ୍ରନ୍ଥିଳ)
[ସମ୍ପାଦନା]- ୧. ଗୋଦଡ଼ି; କନ୍ଥାରେ ପ୍ରସ୍ତୁତ ପରିଧାନ ବା ଆସ୍ତରଣ ୧. Quilt or dress made of rags.
- ୨. ମୁଣା; ଝୁଲି; ଭିକ୍ଷାଝୁଲି — ୨. Beggar's bag or wallet.
- ୩. (ଯେ ଗୋଦଡ଼ ଧରିଥାଏ ବା ପିନ୍ଧିଥାଏ)— ସନ୍ନ୍ୟାସି; କନ୍ଥାଧାରୀ ବୈରାଗୀ —୩. Ascetic (carrying a ragged quilt or wallet.
- ୪. ଭିକ୍ଷୁକ —୪. Beggar.