ଗୋଧନବାହୁଡ଼ା ବେଳ
ଗୋରୁ ମାନେ ଗୋଚାରଣ ଭୂମିରୁ ଫେରିଆସିବାର ବେଳ; ଗୋଧୂଳି — Dusk; the time when cattle return home from pasture.
ଗୋଧନବାହୁଡ଼ାବେଳେ ଗୋପ ଗୋଗୋଷ୍ଠଙ୍କ ମେଳେ—ଗୋପାଳକୃଷ୍ନ ସଙ୍ଗୀତ