Jump to content

ଗୋଧା

ଉଇକିଅଭିଧାନ‌ରୁ

ଗୋଧା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃଧ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗୋଧି; ଚତୁଷ୍ପଦବିଶିଷ୍ଟ ଏକଜାତୀୟ ସରୀସୃପ — ୧. An iguana.
୨. କୁମ୍ଭୀର —୨. Alligator.
୩. (+କରଣ. ଅ) ଧନୂର୍ଗୁଣର ଆଘାତ ନିବାରଣ ନିମନ୍ତେ ବ୍ୟବହୃତ ବାଆଁ ହାତର ପ୍ରକୋଷ୍ଠର ଚର୍ମାବରଣ — ୩. The leather-case put on the left wrist for protecting it from being hurt by the twanging of the bow.

ଲୋଧା ଗୋଧାରେ କରି ମଣ୍ଡଳ କର ଯେ—ଭ଼ଞ୍ଜ. ଲାବଣ୍ୟବତୀ

୪. ଜୀବର ଅନ୍ତ୍ରରେ ନିର୍ମିତ ଦଉଡା — ୪. A sinew-chord; a string made of gut.