Jump to content

ଗୋଧୂଳି

ଉଇକିଅଭିଧାନ‌ରୁ

ଗୋଧୂଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୋମାନଙ୍କ ଧୂଳି ଉଡେ ଯେଉଁ ସମୟରେ)

[ସମ୍ପାଦନା]
୧. ସୂର୍ଯ୍ୟାସ୍ତକାଳ; ଗୋରୁମାନଙ୍କର ଚରାଭୁଇଁରୁ ଫେରି ଆସିବା ସମୟ; ସନ୍ଧ୍ୟାର ପ୍ରାକ୍କାଳ — ୧. Dusk; sunset; time before night-fall.

[ ଦ୍ର—ଗୋଧୂଳି ତିନି ପ୍ରକାର, ଯଥା— (୧) ହେମନ୍ତ ଓ ଶିଶିରରେ ଯେତେବେଳେ ଅସ୍ତୋନ୍ମୁଖ ସୂର୍ଯ୍ୟର କିରଣ ମୃଦୁ ହୁଏ ଏବଂ ସୂର୍ଯ୍ୟ ଲୋହିତ ପିଣ୍ଡର ଆକାର ଧାରଣକରେ; (୨) ବସନ୍ତ ଓ ଗ୍ରୀଷ୍ମ କାଳରେ ଯେତେବେଳେ ଅସ୍ତଗାମୀ ସୂର୍ଯ୍ୟ ଅର୍ଦ୍ଧେକ ମାତ୍ର ଦେଖା- ଯାଏ ଓ (୩) ବର୍ଷା ଓ ଶରତ କାଳରେ ଯେତେବେଳେ ସୂର୍ଯ୍ୟ ଅସ୍ତମିତ ହୋଇ ଆଦୃଶ୍ୟ ହୁଏ

ଗୋଧୂଳି ସମୟରେ ଯାତ୍ରାଦି ଶୁଭକର୍ମ କଲେ ଅନ୍ୟ ଶୁଭ ଲଗ୍ନ ଖୋଜିବାକୁ ହୁଏ ନାହିଁ]

୨. (ମଧ୍ୟପଦଲୋପୀ) ଗୋରୁ ଖୁରାଦ୍ୱାରା ଉତ୍ପିତ ଧୂଳି — ୨. Dust filling the air and raised by the tread of the boofs of the cows.