Jump to content

ଗୋନନ୍ଦୀ

ଉଇକିଅଭିଧାନ‌ରୁ

ଗୋନନ୍ଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋ=ଜଳ+ନନ୍ଦ ଧାତୁ=କ୍ରିଡ଼ା କରିବା+ କର୍ତ୍ତୃ. ଇନ୍. ୧ମା. ୧ବ.)

[ସମ୍ପାଦନା]
୧. ବଢ଼ିଆକାଙ୍କ; ସାରସପକ୍ଷୀ —୧. White stork; Indian crane.
୨. ପର୍ବତବିଶେଷ —୨. Name of a mountain.
୩. ଦେଶବିଶେଷ —୩. Name of a country.
୪. ଶିବ —୪. God Ṡiba.
୫. କାଶ୍ମୀରର ପ୍ରାଚୀନ ରାଜାବିଶେଷ — ୫. Name of an ancient king of Kāṡmīra.