Jump to content

ଗୋନାସ

ଉଇକିଅଭିଧାନ‌ରୁ

ଗୋନାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୋ+ନାସ; ଗୋରୁର ନାସିକା ଭଳି ନାସିକା ଯାହାର)

[ସମ୍ପାଦନା]
୧. ବୃହତ୍ ସର୍ପ ବିଶେଷ; ବୋଡ଼ା ସାପ —୧. Viper (snake).
୨. ରତ୍ନବିଶେଷ; ବୈକ୍ରାନ୍ତମଣି — ୨. A kind of gem.