ଗୋନାସିକା
ଦେଖଣା
ଗୋନାସିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ହିମାଳୟର ଯେଉଁ ସ୍ଥଳରେ ପର୍ବତଛିଦ୍ରରୁ ବାହାରି ଗଙ୍ଗାନଦୀ ଧୀରଭାବରେ ଭୃପୁଷ୍ଠରେ ପଡ଼ିଅଛି — ୧. The place (a small hole) in the Himalayas where the Ganges is first seen issuing from the mountain.
- ୨. ଗୋରୁର ଥୋମଣି — ୨. The projecting snout of a cow.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶାର କେନ୍ଦୁଝର ଗଡ଼ଜାତର ଗୋଟିଏ ପାହାଡ଼ — Name of hill in the state of Keonjhar in Orissa.
[ଦ୍ରଷ୍ଟବ୍ୟ —ବୈତରଣୀ ନଦୀ ଏହି ଗୋନାସିକା ପର୍ବତରୁ ବାହାରି ଅଛି]