ଗୋନ୍ଦ୍
ଦେଖଣା
ଗୋନ୍ଦ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କୁନ୍ଦୁରୁ)
[ସମ୍ପାଦନା]ଏକପ୍ରକାର ବୃକ୍ଷନିର୍ଯ୍ୟାସ ବା ଅଠା — Gum arabic.
[ଦ୍ରଷ୍ଟବ୍ୟ —ବବୁର ପ୍ରଭୁତି ଗଛ ଦେହରୁ ଏ ଅଠା ବାହାରେ ଏହି ସବୁ ବୃକ୍ଷର ନିର୍ଯ୍ୟ୍ୟାସ ଶୁଖିଗଲା ପରେ ସେହି ଶୁଖିଲା ନିର୍ଯ୍ୟାସକୁ ପାଣିରେ ବତୁରାଇ ଦେଲେ ମଧ୍ୟ ଅଠା- ହୁଏ ପାତଳା ଜିନିଷ ଓ କାଗଜଆଦି ଜୋଡ଼ିବାରେ ଏହା ଉପଯୋଗୀ]