ଗୋପ
ଦେଖଣା
ଗୋପ
ଉଚ୍ଚାରଣ
[ସମ୍ପାଦନା](ଗୋପୀ; ଗୋପୀନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ଫୁ. (ଗୋ=ପୃଥିବୀ, ଗୋରୁ+ପା ଧାତୁ=ପାଳନ କରିବା +କର୍ତ୍ତୃ. ଅ)
[ସମ୍ପାଦନା]- ୧. ଗୋରୁ ଜଗିବା ଯାହାର ବ୍ୟବସାୟ —୧. Cowherd.
- ୨. ଗଉଡ଼ ଜାତି —୨. The milkman caste.
- ୩. ରାଜା —୩. The king.
- ୪. ଗ୍ରାମରକ୍ଷକ କର୍ମଚାରୀ —୪. Village head-man.
- ୫. (ଗୃପ ଧାତୁ=ରକ୍ଷା କରିବା+ଅର୍ତ୍ତୃ. ଅ)— ରକ୍ଷା ବା ଉପକାର କରିବା ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୫. protector; benefactor.
- ୬. ଗନ୍ଧର୍ବବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. Name of a Gandharba.
- ୭. ଓଷଧିବିଶେଷ (ହିନ୍ଦୀ - ଶବ୍ଦସାଗର) — ୭. Name of a herb.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଗୋପାଳନକାରୀ —୧. Tending cows.
- ୨. (ଗୁପ୍ ଧାତୁ=ରକ୍ଷା କରିବା+କର୍ତ୍ତା. ଅ)— ରକ୍ଷକ; ପାଳନ —୨. One who tends; protecting.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋପପୁର —୧. A town where Ṡrīkṛushṇa was brought up.
- ୨. ବୃନ୍ଦାବନ — ୨. The holy palce Brundābana.
- ୩. ଗୋପାଳ ବା ଗୋପୀନାଥର ଡ଼ାକ ନାମ — ୩. Name for calling Gopāḻa or Gopīnātha.
- ୪. (ସଂସ୍କୃତ - ଗୁମ୍ଫା)—ପତଳା ତାରରେ ଦଉଡ଼ିପରି ବଳା ହୋଇଥିବା ସୁନାର ହାର — A gold rope-like necklace.