ଗୋପକ
ଦେଖଣା
ଗୋପକ
ଉଚ୍ଚାରଣ
[ସମ୍ପାଦନା](ଗୋପୀକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ଗପ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଗୋପନକାରୀ —୧. Concealing.
- ୨. ରକ୍ଷକ —୨. Protecting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜିଲ୍ଲାର ଶାସନ- କର୍ମଚାରୀ — ୧. Superintendent of a district.
- ୨. ବହୁଗ୍ରାମର ରକ୍ଷକ — ୨. The ruler of a group of villages.
- ୩. ଗଉଡ଼ —୩. A cowherd.
- ୪. ଝୁଣା —୪. Gum myrrh.