Jump to content

ଗୋପକନ୍ୟକା

ଉଇକିଅଭିଧାନ‌ରୁ

ଗୋପକନ୍ୟକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (୬ଷ୍ଠ ତତ୍, ଗୋପ+ କନ୍ୟକା)

[ସମ୍ପାଦନା]
୧. ଗଉଡ଼ୁଣୀ —୧. A milk-maid.
୨. ଗୋପୀ; ବୃନ୍ଦାବନର ଷୋଳ ସହସ୍ର ଗୋପନାରୀ — ୨. A female of Gopapura, ore of the ୧୬୦୦୦ female devotees of Ṡrīkṛushṇa.