Jump to content

ଗୋପଗୁଳି

ଉଇକିଅଭିଧାନ‌ରୁ

ଗୋପଗୁଳି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋ+ପାକସ୍ଥଳୀ)

[ସମ୍ପାଦନା]
୧. ଗୋରୁମାନଙ୍କ ରୋମନ୍ଥ — ୧. Chewing the cud by cattle.
୨. ରୋମନ୍ଥ କରାଯିବା ପିଣ୍ଡ଼ାକାର ଖାଦ୍ୟାଂଶ — ୨. A round lump of food brought up into the mouth by ruminating animals for second chewing.
୩. ଗୋରୁମାନେ ପାଗୁଳି କରିବାବେଳେ ତାଙ୍କ ପାଟିକୁ ସମୟେ ସମୟେ ଖସିପଡ଼ିବା ଗୋଲାକାର ରୋମନ୍ଥୀକୃତ ତୃଣପିଣ୍ଡ଼ (ଏହାକୁ ପାଇ ଲୋକେ ଶାଳଗ୍ରାମଶଳାପରି ପୂଜା କରନ୍ତି) —୩. A ball or round lump of cud fallen down from the mouth of cattle while ruminating.