ଗୋପନ
ଦେଖଣା
ଗୋପନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁପ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ରକ୍ଷଣ — ୧. Protection.
- ୨. ଲୁଚାଇବା —୨. Concealment.
- ୩. ଗୁପ୍ତକଥା —୩. Secret.
- ୪. ବ୍ୟାକୁଳତା (ହିନ୍ଦୀ - ଶବ୍ଦସାଗର) — ୪. Agitation; trouble.
- ୫. ଦୀପ୍ତି (ହିନ୍ଦୀ - ଶଦ୍ଦସାଗର) —୫. Lustre.
- ୬. ତେଜପତ୍ର (ହିନ୍ଦୀ - ଶଦ୍ଦସାଗର) —୬. Cassia leaves.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଗୋପୀନାଥର ଡାକ ନାମ —A fond name for calling Gopīnātha.