Jump to content

ଗୋପନବାଦ

ଉଇକିଅଭିଧାନ‌ରୁ

ଗୋପନବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଆଧୁନିକ ପ୍ରୟୋଗ)—ସାଧାରଣଙ୍କ ଅବୋଧ୍ୟ ଧର୍ମତତ୍ତ୍ୱ ବିଶେଷ —Mysticism.

[ଦ୍ରଷ୍ଟବ୍ୟ —ପ୍ରେମଭକ୍ତିର ଅଧିକାର ହେବାକୁ ହେଲେ ରାଧାଭାବରେ ଭଜନ ବା ନାରୀସୁଲଭ ଏକନିଷ୍ଠଭାବରେ ଜୀବନକୁ ଜଡିତ କରି ସାଧାନାପଥରେ ଅଗ୍ରସର ହେବା ଭକ୍ତର ପରମ କର୍ତ୍ତବ୍ୟ—ପରମ ସହିତ ଏକତା ସୂତ୍ରରେ ଜଡିତ ହୋଇ ନିର୍ବାଣଲାଭ କରିବାରେ ହିଁ ପାଶ୍ଚାତ୍ୟ ଜଗତର ଏହି ଗୋପନାବାଦ ବା Mysticism ପର୍ଯ୍ୟବସିତ (ପ୍ରୋଫେସର୍ ଆର୍ତ୍ତବଲ୍ଲଭ 'ପ୍ରେମଭକ୍ତି ବ୍ରହ୍ମଗୀତାର' ମୁଖବନ୍ଧ )]