Jump to content

ଗୋପନୀୟ

ଉଇକିଅଭିଧାନ‌ରୁ

ଗୋପନୀୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଗୁପ୍ତ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଅପ୍ରକାଶ୍ୟ — ୧. Cofidential; Private.
୨. ଲୁଚାଇବାର ଯୋଗ୍ୟ — ୨. Deserving to be kept private or secret; Covcealable.
୩. ରକ୍ଷଣୀୟ —୩. Fit to be protected; deserving protection.