Jump to content

ଗୋପପୁରିଆ

ଉଇକିଅଭିଧାନ‌ରୁ

ଗୋପପୁରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ଗୋପପୁର ନିବାସୀ — Inhabiting Gopapura.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳର ଏକ ଶ୍ରେଣୀର ଗଉଡ —One of the sub-castes of coeherds in Orissa.

[ଦ୍ରଷ୍ଟବ୍ୟ — ଗଉଡଙ୍କ ଅନ୍ୟଶ୍ରେଣୀ ମଥୁରାପୁରିଆ,ନନ୍ଦ ବା ନନ୍ଦବଂଶୀ,ଝରିଆ ବା ଯଦୁବଂଶୀ,ମଗଧା,ଗୋପପୁରିଆ, ଡୁମାଳ ବା ଯଦୁପୁରିଆ]