Jump to content

ଗୋପାନସୀ

ଉଇକିଅଭିଧାନ‌ରୁ

ଗୋପାନସୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୁପ୍ ଧାତୁ+ନସ୍ ଧାତୁ+ସ୍ତ୍ରୀ ଈ;ଆରବୀ - ଆଗମ)

[ସମ୍ପାଦନା]
୧. ବଡ଼ଭୀ; ଘରଚାଳର ନିମ୍ନସ୍ଥ ବଙ୍କା କାଠ — ୧. A bent beam supporting the roof of a thatched house.
୨. ଛପର ଘରର ଚାଳଉପରର ବତା — ୨. Split bamboo which keeps the straw attached to the frame of the thatch.