ଗୋପାଳକୃଷ୍ଣ (ପଟ୍ଟନାୟକ)
ଦେଖଣା
ଗୋପାଳକୃଷ୍ଣ (ପଟ୍ଟନାୟକ)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ଉପେନ୍ଦ୍ରଭଞ- ଯୁଗର ପରବର୍ତ୍ତୀ ସଙ୍ଗୀତରଚୟିତା କବି — A famous Oṟḍ̠iā song-Writer of the age following that of Upendra Bhan̄ja.
[ଦ୍ରଷ୍ଟବ୍ୟ —ଏ କବିଙ୍କର ସଙ୍ଗୀତମାନ ବଜ୍ରରସ ବା ରାଧାକୃଷ୍ଣ- ପ୍ରେମରେ ପୂର୍ଣ୍ଣ ଏହାଙ୍କର ପିତା ବନବାସୀ ପଟ୍ଟନାୟକ ପାରଳା- ଖେମୁଣ୍ଡି ରାଜସଭାର କବି ରୂପେ ୧୯: ଖଣ୍ଡ ଗ୍ରାମ ଭୋଗ କରୁଥିଲେ; ଏହାଙ୍କ ବଂଶଧରମାନେ ଅବଧି ପାରଳା ରାଜ୍ୟରେ ବାସ କରୁଅଛନ୍ତି ଏହାଙ୍କ ଅଣନାତି ରାମକୃଷ୍ଣ ପଟ୍ଟନାୟକ କବିଙ୍କର ପଦ୍ୟମାନ ସଂଗ୍ରହ କରି ପାରଳାଖେମୁଣ୍ଡିର ରାଜା ଶ୍ରୀକୃଷ୍ଣଚନ୍ଦ ଗଜପତି ନାରାୟଣ ଦେବଙ୍କ ସାହାଯ୍ୟରେ ପ୍ରକାଶ କରି ଅଛନ୍ତି କବିଙ୍କର ଜନ୍ମ ୧୭୮୫: ଓ ମୃତ୍ୟୁ ୧୮୫୬: ଖ୍ରୀଷ୍ଟାଦ୍ଦରେ ଘଟିଥିଲା ]