ଗୋପାଳବଲ୍ଲଭ
ଏକପ୍ରକାର ବଡ଼ ଲମ୍ୱା କଦଳୀ — A kind of big and long plantain.
[ଦ୍ରଷ୍ଟବ୍ୟ — ଏ କଦଳୀ ଲମ୍ୱରେ ପ୍ରାୟ ଏକଫୁଟ ହୁଏ ଏବଂ ପାଚିଲେ ବେଶି ହଳଦିଆ ଦିଶେ ନାହିଁ ]