ଗୋପାଳବଲ୍ଲଭ ଦାସ
ଦେଖଣା
ଗୋପାଳବଲ୍ଲଭ ଦାସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଶ୍ରୀ ମଧୂସୁଦନ ଦାସ C.I.E.ଙ୍କ ସ୍ୱର୍ଗୀୟ କନିଷ୍ଠ ଭ୍ରାତା ଏବଂ ଉତ୍କଳର ଦ୍ୱିତୀୟ ଏମ୍, ଏ ଉପାଧିଧାରୀ —The late younge brother of Mr. M. S. Das C.I.E. and the second M.A. of Orissa.
[ଦ୍ରଷ୍ଟବ୍ୟ — ଏ ଡେପୁଟି କଲେକ୍ଟର ଓ ମାଜିଷ୍ଟ୍ରେଟ୍ ହୋଇ ବହୁକାଳ ଓଡ଼ିଶା କମିସନଙ୍କର ପରସ୍ନାଲ ଆସିଷ୍ଟାଣ୍ଟ୍ ଥିଲେ ଉତ୍କଳ- ସାହିତ୍ୟ ଓ ବିଶେଷତଃ ପ୍ରାଚୀନ ସାହିତ୍ୟ ପ୍ରତି ଏହାଙ୍କର ବିଶେଷ୍ୟ ଅନୁରାଗ ଥିଲା ଏ ଭୀମଭୁୟାଁ ଓ କବିତାମଞରୀ ନାମକ ଦୁଇ ଖଣ୍ଡି ପୁସ୍ତକ ରଚନା କରିଥିଲେ]