ଗୋପାଳଭୋଗ
ଦେଖଣା
ଗୋପାଳଭୋଗ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଶ୍ରୀକୃଷ୍ଣଠାରେ ଭୋଗ ଲାଗିବାର ଉପଯୁକ୍ତ) ===
- ୧. ଏକପ୍ରକାର ଉତ୍କୃଷ୍ଟ ଧାନ — ୧. Name of a fine kind of paddy.
- ୨. ଏକପ୍ରକାର ଉତ୍କୃଷ୍ଟ ଆମ୍ୱ — ୨. Name of an excellent mango.
- ୩. ବିଷ୍ଣୁଙ୍କ ନିକଟରେ ଭୋଗ ଲାଗିବା ଏକପ୍ରକାର ମିଷ୍ଟାନ୍ନ —୩. Name of a swet-meat offered to Bishṇu.
- ୪. ଏକପ୍ରକାର ଉତ୍କୃଷ୍ଟ କଦଳୀ — ୪. Name of a kind of Plantain.