Jump to content

ଗୋପାଳମନ୍ତ୍ର

ଉଇକିଅଭିଧାନ‌ରୁ

ଗୋପାଳମନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ବ୍ୟଙ୍ଗ୍ୟାର୍ଥ)

[ସମ୍ପାଦନା]

ଚୂଡ଼ା — Parched rice.

ସେ ସକାଳୁ ଦାନ୍ତଘସି ଦିଟା ଗୋପାଳମନ୍ତ୍ର ପାଟିରେ ପକାଇଦେଇ ଦାଣ୍ଡକୁ ବାହାରିଲେ— ଫକୀରମୋହନ