ଗୋପାଳ କବି
ଜନୈକ ଓଡ଼ିଆ କବି — An ancient Oṟḍ̠iā poet.
[ ଦ୍ର—ଏ ଜଣେ ତୈଲଙ୍ଗ, ଏ ଦକ୍ଷିଣରୁ ଯାଇ ସମ୍ୱଲପୁରରେ ଥିଲେ ଏ ଆଧ୍ୟାତ୍ମରାମାୟଣକୁ ଓଡ଼ିଆ ଭାଷାରେ ଅନୁବାଦ କରି ଅଛନ୍ତି ତାରିଣୀ. ଉତ୍କଳ ସାହିତ୍ୟର ଇତିହାସ ]