ଗୋପିଆବପା
ଗାତ ମଧ୍ୟରେ ଲୁଚି ଯାଇଥିବା — (witticism) Hidden in a hole.
ଘନ ଗରଜିଲା ପରବତରେ ଘୋଡ଼ାଚୋଡ଼ଜଳା (ମୟୁର) ନାଚେ ମତ୍ତରେଟ ଏହା ଦେଖି ବଡ଼ିପିଠିଆରୂପା (ସାପ), ଭୟେ ହୋଇଗଲେ ଗୋପିଆବପା—ଯଦୁମଣି କବିତା