Jump to content

ଗୋପିତ

ଉଇକିଅଭିଧାନ‌ରୁ

ଗୋପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁପ୍ ଧାତୁ+ ଅ= ଗୋପ; ଗୋପ+ ଇତ)

[ସମ୍ପାଦନା]
୧. ଗୁପ୍ତ; ଲୁକ୍କାୟିତ —୧. Hidden; concealed.
୨. ରକ୍ଷିତ —୨. Preserved.

କାର୍ତ୍ତିକପୁଞ୍ଜା ଗୋପିତ ସବୁ ସତୃ—ଅଭିମନ୍ୟୁ ବିଦଗ୍ଧଚିନ୍ତମଣି