Jump to content

ଗୋପିନୀ

ଉଇକିଅଭିଧାନ‌ରୁ

ଗୋପିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଗୋପୀ)

[ସମ୍ପାଦନା]

ଗୋପୀ ୧ ଓ ]] ୨ (ଦେଖ) - Gopī ୧ and ୨ (See)

[ଦ୍ରଷ୍ଟବ୍ୟ —ଗୋପୀ ଶବ୍ଦ ଗୋପର ସ୍ତ୍ରୀଲିଙ୍ଗ, କୌଣସି କୌଣସି ପ୍ରାଚୀନ କବି 'ଗୋପିନୀ' ଶବ୍ଦକୁ ଗୋପୀ ଅର୍ଥରେ ପ୍ରୟୋଗ କରିଅଛନ୍ତି ମାତ୍ର ଏ ଅର୍ଥରେ ଏ ଶବ୍ଦ ପ୍ରୟୋଗ ଦୋଷାବହ) ===

ଷୋଳ ସହସ୍ର ଯେ ଗୋପନୀ କେଟି ମୋ ସମ ସୋହାଗିନୀ—ଭୂପତି ପ୍ରେମପଞ୍ଜାମୃତ