ଗୋପୀ
ଦେଖଣା
ଗୋପୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୋପ+ ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଗଉଡ଼ୁଣୀ; ଗୋପବାଳା ୧. Milk-maid.
- ୨. ଶ୍ରୀକୃଷ୍ଣ ପ୍ରଣୟିନୀ ୧୬: ଗୋପକନ୍ୟା — ୨. The ୧୬୦୦୦ sweethearts of Ṡrīkṛushṇa.
- ୩. କୁଆମଇତା; ବିମ୍ୱଫଳ — ୩. The memordica fruit.
ମଞ୍ଜରୀବାର ସେବିତ ନିରନ୍ତର ଅଶେଷ ଗୋପାରେ ସେ ଶୋହେ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ