ଗୋପୀଚନ୍ଦନ
ଏକପ୍ରକାର ତିଳକମାଟି; ସୌରାଷ୍ଟ୍ରୀ — A kind of whitish clay used in painting the forehead.
ଟୋପୀ ଟୋପୀ ଗୋପୀଚନ୍ଦନ ମଣିଛନ୍ତି କି ସାଜେ ଟେକି ଚାହାଁ ବାରେ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ— କଳାକଳେବର ଚଉଶିଆ 'ଟ' ପଦ