ଗୋପୀନାଥ
ଦେଖଣା
ଗୋପୀନାଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋପୀ+ ନାଥ)
[ସମ୍ପାଦନା]ଶ୍ରୀକୃଷ୍ଣଙ୍କ ନାମ —A name of Ṡrīkṛushṇa.
[ଦ୍ରଷ୍ଟବ୍ୟ —'ଗୋପୀ' ଶବ୍ଦ ସଙ୍ଗେ ନାଥ ଶବ୍ଦର ପ୍ରତିଶବ୍ଦ ବଲ୍ଲଭ, ଗମଣ, ମୋହନ ପ୍ରଭୃତି ଶବ୍ଦମାନ ମଧ୍ୟ ଏହି ଅର୍ଥରେ ପ୍ରଯୁକ୍ତ ହୋଇଥାଏ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.