Jump to content

ଗୋପୀନାଥ ନନ୍ଦ

ଉଇକିଅଭିଧାନ‌ରୁ

ଗୋପୀନାଥ ନନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

'ଓଡ଼ିଶା ଶବ୍ଦତତ୍ତ୍ୱବୋଧ' ନାମକ ଅଭିଧାନର ସଙ୍କଳୟିତା ଆଧୁନିକ ଯୁଗର ଜନୈକ ସ୍ୱୀର୍ଗୀୟ ଓଡ଼ିଆ ପଣ୍ଡିତ —The compiler of Oṟḍ̠iā Ṡabdatawabodha dictionary and a philologist.

[ଦ୍ରଷ୍ଟବ୍ୟ —ଏ ଗଞ୍ଜାମର ପାରଳାଖେମୁଣ୍ଡି ନିବାସୀ ଥିଲେ ଜନ୍ମ ୧୮୬୯: ଅଗଷ୍ଟ ୨୮: -ମୃତ୍ୟୁ ୧୯୨୪: ଜାନୁଆରୀ ୧୪: ଏହାଙ୍କ ରଚିତ ଭାଷାତତ୍ତ୍ୱବୋଧରେ ଓଡ଼ିଆଭାଷାର ବ୍ୟାକରଣର ପ୍ରକୃତି ତନ୍ନ ତନ୍ନ କରି ପର୍ଯ୍ୟାଲୋଚନା କରା ଯାଇଅଛି ଏ ସଂସ୍କୃତ କବିତାର ଗୁରୁ ଲଘ ନିୟମ ରକ୍ଷା କରି ଓଡ଼ିଆ କବିତା ଲେଖିବାର ପ୍ରୟାସ କରିଥିଲେ ଏ ଜଣେ ନିଷ୍ଠାପର ସାହିତ୍ୟସେବକ ଥିଲେ]