Jump to content

ଗୋପୀଯନ୍ତ୍ର

ଉଇକିଅଭିଧାନ‌ରୁ

ଗୋପୀଯନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଉଁଶ ଓ ଲାଉ ଖୋଳଦ୍ୱାରା ନିର୍ମିତ ଏକତାର— ବିଶିଷ୍ଟ ବାଦ୍ୟଯନ୍ତ୍ର; ଏକତାରା — One-stringhed guitar.

[ଦ୍ରଷ୍ଟବ୍ୟ —ପୂର୍ବେ ରାଜା ଗୋପୀଚନ୍ଦ୍ର (ଗୋବିନ୍ଦଚନ୍ଦ୍ର)ଙ୍କ କରୁଣ— ରସାତ୍ମକ କାହାଣୀ—ଗୀତାକୁ ଭିକ୍ଷୁକମାନେ ଏ ଯନ୍ତ୍ର ସାହାଯ୍ୟରେ ଗାଉଥିବାରୁ ଏହି ନାମ—ଯୋଗେଶ୍ଚନ୍ଦ୍ର]