Jump to content

ଗୋପେନ୍ଦ୍ର

ଉଇକିଅଭିଧାନ‌ରୁ

ଗୋପେନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୋପ+ ଇନ୍ଦ୍ର)

[ସମ୍ପାଦନା]
୧. ଶ୍ରୀକୃଷ୍ଣ — Ṡrīkṛushṇa.
୨. ଗୋପର ଅଧିପତି ନନ୍ଦ; ଶ୍ରୀକୃଷ୍ଣ ପାଳକ ପିତା — ୨. Nanda; the foster-father of Ṡrīkṛushṇa.