Jump to content

ଗୋପ୍ତା

ଉଇକିଅଭିଧାନ‌ରୁ

ଗୋପ୍ତା

ଉଚ୍ଚାରଣ

[ସମ୍ପାଦନା]
(ଗୋପ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗୁପ୍ ଧାତୁ+ କର୍ତ୍ତୃ. ତୃ; ୧ମା. ୧ବ.)

[ସମ୍ପାଦନା]

ରକ୍ଷଣକାରୀ —Protecting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରକ୍ଷକ; ରକ୍ଷାକର୍ତ୍ତା — ୧. Protector; Saviour.
୨. ପ୍ରତିପାଳକ —୨. Maintainer.
୩. ଅଧ୍ୟକ୍ଷ; ନେତା —୩. Headman; leader.
୪. ବିଷ୍ଣୁଙ୍କ ନାମ —୪. A name of Bishṇu.