ଗୋପ୍ୟ
ଦେଖଣା
ଗୋପ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଗୁପ୍ ଧାତୁ+ କର୍ମ. ଯ)
[ସମ୍ପାଦନା]- ୧. ରକ୍ଷଣୀୟ — ୧. Deserving to be protected.
- ୨. ଲୁଚାଇବାର ଯୋଗ୍ୟ —୨. Fit to be concealed.
- ୩. ପାଳନୀୟ —୩. Maintainable.
- ୪. ଗୋପନୀୟ; ଅପ୍ରକାଶ୍ୟ —୪. Confidental; secret.
ପ୍ରାଣସଖି, ଶୁଣ ରାବଣ ଗୋପ୍ୟ ବିଚାର ବିଶ୍ୱନାଥ ବିଚିତ୍ରରାମାୟଣ